ନବୀନଙ୍କ ପରେ କିଏ ଯୋଗ୍ୟ? | Who Will Be the Chief Minister of Odisha After Naveen Patnaik? | THE Quiver

Share this & earn $10
Published at : October 14, 2022

ନବୀନଙ୍କ ପରେ କିଏ ହେବେ ମୁଖ୍ୟମନ୍ତ୍ରୀ? କିଏ ଧରିବ ବିଜେଡି ସରକାରର ମଙ୍ଗ? ନବୀନଙ୍କ ପରବର୍ତ୍ତୀ ଶାସକ ଭାବେ କିଏ ସାମ୍ନାକୁ ଆସିବ? ଏହାକୁ ନେଇ ଏବେ ବେଶ୍ ଚର୍ଚ୍ଚା । ଆମେ ଏଠି ନବୀନଙ୍କ ଉତ୍ତରାଧିକାରୀ ଏଥିପାଇଁ କହୁନୁ, ଉତ୍ତରାଧିକାର କେବଳ ରାଜତନ୍ତ୍ରରେ ଥାଏ । ଆଉ ଏହା ହେଉଛି ଗଣତନ୍ତ୍ର । ଆଉ ନବୀନଙ୍କ ଭଳି ଜଣେ ଗଣତନ୍ତ୍ର ବିଶ୍ୱାସୀ ନେତା କେବେ ତାଙ୍କ ଉତ୍ତରାଧିକାରୀ ବାଛିବେନି । ତାଙ୍କ ପରେ ଦଳର ଦାୟିତ୍ୱ ନେତା ଓ ସରକାରର ଦାୟିତ୍ୱ ନେବ, ତାହା ବାଛିବେ । ଅନ୍ୟପଟେ ନବୀନଙ୍କ ପରେ ଆଇଏଏସ ସୁଜାତା ରାଉତ ମୁଖ୍ୟମନ୍ତ୍ରୀ ହେବା ପାଇଁ ଯୋଗ୍ୟ ବୋଲି ତାଙ୍କ ସମର୍ଥକମାନେ ଦାବି କରୁଛନ୍ତି । ତେବେ ପ୍ରକ୍ୟରେ ନବୀନଙ୍କ ପରେ କିଏ ଯୋଗ୍ୟ? ଦେଖନ୍ତୁ ଏହି ରିପୋର୍ଟ...
#thequiver #UpdateNews #nextcmofodisha #OdishaPolitics #BJDOdisha #Odisha #BijuJanataDalOdisha #OdishaPolitics

Get Touch With Us!
------------------------
Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: https://www.facebook.com/thequivernews
Follow us in Instagram: https://www.instagram.com/thequivernews/
Follow us in Twitter: https://twitter.com/thequivernews
Visit our website: https://thequiver.in/
Follow us in LinkedIn: https://www.linkedin.com/company/thequivernews/ ନବୀନଙ୍କ ପରେ କିଏ ଯୋଗ୍ୟ? | Who Will Be the Chief Minister of Odisha After Naveen Patnaik? | THE Quiver
latest newsbig breakingbreaking updates